ଓଡିଆ ସ୍ଵରବର୍ଣ୍ଣ
ଅ , ଆ ,ଇ ,ଈ , ଉ , ଊ , ଋ ' ଋ , ଌ ,ଏ , ଐ ,ଓ , ଔ = ୧୩ଟି ଅଟେ
Odia ra swora barna 13 t ate ! jaha ame school life re padhichhe aji ahaku sikhiba pura sahaja kebala mobile madhyamare
ଓଡିଆ ବ୍ୟଞ୍ଜନ ବର୍ଣ୍ଣ = ୩୭ଟି
କ ଠାରୁ ହ ପର୍ଯ୍ୟନ୍ତ ତାହା ସହ ଅନ୍ଵସାର ଂ , ବିସରଗ ଃ , ଚନ୍ଦ୍ରବିନ୍ଦୁ ଁ
ଅତିରିକ୍ତ ବର୍ଣ୍ଣ - ୫ଟି
କ୍ଷ. ଡ. ଢ.ୟ.ଲ
Atirikta barna 5t ate jaha apanamane padhuchhanti jaha sikhiba pai apna agrahahebe..
ଆ - କାର ଯୋଗ ଛାତ୍ର ଜୀବନର ପ୍ରଥମ କାର.କ ଫଳା ଜାହା ପିଲାମାନେ ପଢନ୍ତି ଏବଂ ଶିଖନ୍ତି ।
Aa kara joga jaha apana mane padhile sikhile
ଦିର୍ଘ - ଈ - କାର ଯୋଗ ଏ କାରକ କେବଳ ପ୍ରାୟତ ସ୍ତ୍ରୀଲିଙ୍ଗ ଶବ୍ଦରେ ବ୍ୟବହୃତ ହୁ୍ଏ ।
ହ୍ରସ୍ଵ- ଇ - କାର ଯୋଗ ଯାହା ଆପଣମାନେ ପଢୁଛନ୍ତି ଏଥିରେ ପଢନ୍ତୁ ଏବଂ ଅତିସହଜରେ ଶିଖନ୍ତୁ -
Harsoi kara joga jaha apanamane athire padhuchhanti jaha sikhibapura sahaja -