ସଂସ୍କୃତ ଶିକ୍ଷା ଇ.ବୁକ୍ ରେ ଆପଣମାନେ ବହୁତ କିଛି ସଂସ୍କୃତ ଶିକ୍ଷା ଗ୍ରହଣ କରିପାରିବେ । ଏ ବହି ରେ ୨୪ପୃଷ୍ଠା ସିମିତ ପ୍ରତେକ ପୃଷ୍ଠାର ଶିକ୍ଷା ଆପଣଙ୍କ ପାଇଁ ସହାୟକ ହେବ ।
ଏ ବହିରେ କଣ କଣ ଶିକ୍ଷାଗ୍ରହଣ କରିବାର ତଥ୍ୟ ରହିଛି ।
. ସଂସ୍କୃତ ଭାଷାର ଶବ୍ଦ ଓଡିଆ.ଇଂଲିସ୍ , ହିନ୍ଦୀରେ ଅନୁବାଦ
. ପଶୁ ପକ୍ଷୀ .ପନିପରିବା.ଫଳ ସଂସ୍କୃତ ଭାଷା ସହ ଇଂଲିସ୍ ହିନ୍ଦୀରେ ଅନୁବାଦ
. ମଣିଷ ଶରୀର ସମସ୍ତ ଅଙ୍ଗ ସଂସ୍କୃତ ଭାଷାରେ ।
.ସ୍ଵର ବର୍ଣ୍ଣ ,ବ୍ୟଞ୍ଜନ ବର୍ଣ୍ଣ ସଂସ୍କୃତ ଭାଷାର ।
. ଅନୁନାସିକ ବର୍ଣ୍ଣର ସୃଷ୍ଟି ଶରୀର ଚିତ୍ର ମାଧ୍ୟମରେ ।
. ସମସ୍ତ ସଂସ୍କୃତ ବାକ୍ୟ ଓଡିଆ ଏବଂ ଇଂରାଜୀ ଭାଷାରେ ଅନୁବାଦ ।
. ସଂଖ୍ୟା ସଂସ୍କୃତ ଭାଷାର ୧ରୁ ୧୦୦
.ସଂସ୍କୃତ ଶବ୍ଦ ହିନ୍ଦୀରେ ଅନୁବାଦ ।
.ସଂସ୍କୃତରେ ସମୟ ଚିହ୍ନିବା ।
. ଅକରାନ୍ତ ଶବ୍ଦ ନପୁଂସକ ଲିଙ୍ଗ ଚିହ୍ନିବା ।
ଅତି ସହଜରେ ସିଖନ୍ତୁ ସଂସ୍କୃତ ଇ ବୁକକୁ ଡାଉନଲୋଡ କରି ୨୪ ପୃଷା ସହ
ତଳ ଲିଙ୍କର ବାୟ ନାଓ ଉପରେ କ୍ଲିକ କରି ଡାଉନଲୋଡ କରନ୍ତୁ..