ଗଣନ ସଂଖ୍ୟା ସିଖନ୍ତୁ ସୂତ୍ର ସହ
୦ ଠାରୁ ୯ ପର୍ଯ୍ୟନ୍ତ ଅର୍ଥାତ 👉 ୦,୧,୨,୩,୪,୫,୬,୭,୮,୯ ଏହି ୧୦ଟିକୁ ସଖ୍ୟା ବା ସଂଖ୍ୟା କୁହାଯାଏ ।
😆 କିନ୍ତୁ ୦ କୁ ଏକ ଗଣନ ସଂଖ୍ୟା କୁହାଯାଏ ନାହିଁ।
୦ କୁ ଏକ ନୂତନ ଗଣନ ସଂଖ୍ୟାଭାବେ ଗ୍ରହଣ କରାଯାଇଅଛି ।
ବୃହତ୍ତମ ଗଣନ ସଂଖ୍ୟା ନାହିଁ
କ୍ଷୁଦ୍ରତମ ଗଣନ ସଂଖ୍ୟା
ଚାରି ଗାଣିତକ ପ୍ରକିୟାର ନିୟମ
👉 ନିମୟ -୧ - ( ଯୋଗର ସଂବୃତ୍ତି ନିୟମ )
ଦୁଇଟି ଗଣନ ସଂଖ୍ୟାର ଯୋଗଫଳ ଗୋଟିଏ ଗଣନ ସଂଖ୍ୟା ହୁଏ ।
ଯଥା👉 a ଓ b ଦୁଇଟି ଗଣନ ସଂଖ୍ୟା ହେଲେ ( a+b ) ଏକ ଗଣନ ସଂଖ୍ୟା ହେବ ।
ନିୟମ 👉 ଯୋଗର କ୍ରମ ବିନିମୟ ନିୟମ
ଦୁଇଟି ଗଣନ ସଂଖ୍ୟାକୁ ଆଗ ଓ ପଛ ସ୍ଥାନ ବଦଳାଇ ମିଶାଇଲେ ମିଶାଣ ଫଳରେ କିଛି ପରିବର୍ତ୍ତନ ହେବ ନାହିଁ ।
ଯଦି a ଓ b ଦୁଇଟି ଗଣନ ସଂଖ୍ୟା ହୁଏ ତେବେ 👉 a+b =b+a ହେବ ।
👉 ଯୋଗର ସହଯୋଗୀ ନୀୟମ
ତିନୋଟି ଗଣନ ସଂଖ୍ୟା ମଧ୍ୟରୁ ପ୍ରଥମେ ଯେକୌଣସି ଦୁଇଟି ର ମିଶାଣଫଳ ସହିତ ତୃତୀୟ ଟି ମିଶାଣଫଳ ସର୍ବଦା ଅପରବର୍ତ୍ତିତ ରହିବ ।
ଯଦି a 'b' c ତିନୋଟି ଗଣନ ସଂଖ୍ୟା ହୁଏ ( a+b )+ c =a+( b+c) =b+( a+c )
ଏମିତି ଅନେକ ସୂତ୍ର ରହିଛି ୫ପୃଷ୍ଠା ଭିତ୍ତିକ ଅଟେ
ଆପଣମାନେ ଏହି ଲିଙ୍କରେ କ୍ଲିକ କରି ପଢନ୍ତୁ 👉 link