ବହିଟେ ଡାଉନଲୋଡ କରିବା ପାଇଁ ବହି ଉପରେ କ୍ଲିକ କରନ୍ତୁ କିମ୍ବା ବାୟ ନାୱ ଉପରେ କ୍ଲିକ କରନ୍ତୁ ..
କଣ କଣ ରହିଛି ଏ ବହିରେ
1. ଟକ୍ ବ୍ୟାକ ଅନ ହୋଇଥିଲେ କିପରି ଅଫ କରିବେ
2. ମୋବାଇଲ ହ୍ୟାଙ୍ଗ ହେଲେ କଣ କରିବେ
3. ସଫ୍ଟଓୟାର କିପରି ଅପଡେଟ କରିଵେ .ନକଲେ ଫୋନର କଣ କଣ ଅସୁବିଧା ହୁଏ ।
୪- ମୋବାଇଲର ଫୋନ କେଉଁ ଚାର୍ଜର କେତେ ଶତକଡା ରହିଲେ ଭଲ
୫- ଫୋନରେ କଣ କଣ ସବୁ ଫିୟ୍ୟୁଚର ଥିଲେ କିଣିବେ
୬- ମୋବାଇଲର ମେକାନିକ ଇଞ୍ଜିନିୟରିଙ୍ଗ କିପରି କରିବେ ଦରମା କେତେ ?
୭- ମେକାନିକ ଇଞ୍ଜିନିୟରିଙ୍ଗର କେଉଁ ଶିକ୍ଷାନୁଷ୍ଠାନ ଭଲ ଲିଷ୍ଟ
୮- ମୋବାଇଲ ଫୋନର ଆକ୍ସୋସେରିଜ କଣ କଣ ?
୯- ମୋବାଇଲ ଫୋନର ସମସ୍ତ ଲେ ଆଉଟ ଅପ୍ସନ କେଉଁଠି କଣ କଣ କାମ
୧୦- ଟ୍ରାନ୍ସଲେଟ କଣ .ଡକ୍ସ କଣ .ସିଟ୍ .ସ୍ଲାଇଡର କାମ କଣ ?
୧୧-ୟ୍ୟୁଟୁବ କଣ ସେଥିରେ କିପରି ଆକାଉଣ୍ଟ ଖୋଲି ରୋଜଗାର କରିବେ ?
୧୨-ଆଡସେନ୍ସ କଣ କିପରି ଖୋଲିବେ ?
୧୩- ମୋବାଇଲର ବିଶେଷ୍ବତା ସମସ୍ତ
୧୪- ଗୁଗୁଲ୍ ଆକାଉଣ୍ଟ କିପରି ଖୋଲିବେ ଏବଂ ଡିଲିଟ୍ କରିବେ ?
୧୫- ଫେସବୁକର ନୂତନ କିପରି ଖୋଲିବେ ଏବଂ ଡିଲିଟ୍ କରିବେ
୧୬- ମୋବାଇଲର ଫୋନର ଉଦ୍ଭାବକ କିଏ ସେ ପ୍ରଥମେ କେଉଁ କମ୍ଫାନୀର ଫୋନର ଉଦ୍ଭାବନ କରିଥିଲେ ?
୧୭- ଗୁଗୁଲ ପ୍ଲେ ଷ୍ଟୋର କଣ ?
୧୮- ପାଟ୍ରନ ଲକ କିପରି ଅନଲକ କରିବେ ?
୧୯- ଫ୍ୟାକଟ୍ରୋରୀ ରିସେଟ କିପରି କରିବେ ?
୨୦- ଆମାଜନ ଆଫିଲେଟେଡ କଣ ସେଥିରୁ କିପରି ଘରେ ବସି ଫୋନରେ ରୋଜଗାର କରିପାରିବେ କେତେ ଶତକଡା କମିସନ୍ ମିଳେ ?
୨୧- WhatsApp କିପରି ଡାଉନଲୋଡ କରିବେ ପୁରୁଣା ନ୍ କୁ ବଦଳାଇ ନୂତନ ନଂ ଦେଇ ଖୋଲିବେ ବୁକ ମାର୍କ କଣ ଫାଇଦା କଣ ଓ କିପରି ଡିଲିଟ କରିବେ ତାହା ସହ ତାହାର ଗାଇଡ ଲାଇନ ସବୁ କଣ କଣ ?
୨୨- କମ୍ଫ୍ୟୁଟର ଟ୍ୟାବଲେଟରେ କିପରି WhatsApp ଚଲାଇବେ ?
୨୩- ଆଇ ଫୋନରେ କେଉଁ ଭିଡିଓ ଏଡିଟିଙ୍ଗ ଭଲ ଫଟୋ ଏଡିଟର କଲ ରେକର୍ଡିଙ୍ଗ କେଉଁ ଆପ୍ ଭଲ ?
୨୪- ଆଣ୍ଡ୍ରଏଡ ଫୋନର ବେଷ୍ଟ ଭିଡିଓ ଏଡିଟିଙ୍ଗ ଆପ କଣ ଫଟୋ ଏଡିଟର କେଉଁ ଆପ ଭଲ ?
୨୫-ହାଇଏଷ୍ଟ ଗେମ ରୋଜଗାର ଆପ କଣ କଣ?
୨୬- ପୋଷ୍ଟର ଡିଜାଇନ ଆପର ଲିଷ୍ଟ
୨୭- ବ୍ରେନ୍ ଟ୍ରେନିଙ୍ଗ ଆପ ୩୬ଟି
୨୮- ଓଡିଶା ସରକାରଙ୍କ କ୍ୟାଲେଣ୍ଡର
୨୯- ଓଡିଶା ସରକାରଙ୍କ ସବୁ ବିଭାଗ ଏବଂ ଏହାର ସମସ୍ତ ଲିଙ୍କ
୩୦-ଭାରତ ସରକାରଙ୍କ ସବୁ ବିଭାଗ ଏବଂ ଏହାର ସମସ୍ତ ଲିଙ୍କ
୩୧- ଇନଷ୍ଟାଗ୍ରାମ ଆଇଡି କଣ କିପରି ଖୋଲିବେ ..?
82 page ବିଶିଷ୍ଟ.. ଅଟେ...
.....