ବୃତ୍ତ ର ବ୍ୟାସ = d
ବୃତ୍ତ ର ବ୍ୟାସାର୍ଦ୍ଧ = r
ବୃତ୍ତ ର ପରିଧି = 2πr ବା πd
କ୍ଷେତ୍ରଫଳ = πr² = (π/4 ) × d²
ବୃତ୍ତ କଳାର ଚାପ = ( ∅ / 360⁰ ) / 2πr
ବୃତ୍ତ କଳାର କ୍ଷେତ୍ରଫଳ = ( ∅ / 360⁰ ) / πr²
ବୃତ୍ତ କଳାର ପରିସୀମା = ଚାପ + ( 2 × ବ୍ୟାସାର୍ଦ୍ଧ )
ଭଲ ଲାଗିଲେ ନିଶ୍ଚିନ୍ତ ସେୟାର କରିଵେ ।