Photo - kalia.gov.in
e-KYC କରିବା ପାଇଁ ପ୍ରଥମେ ଆପଣ କୌଣସି ଏକ ସର୍ଚ୍ଚ ଇଞ୍ଜିନକୁ ଯାଆନ୍ତୁ ମୁଁ ଆପଣଙ୍କୁ ରିକୋମେଣ୍ଡେଡ କରିବି ଆପଣ ଗୁଗୁଲ କ୍ରୋମ ବ୍ରାଉଜରକୁ ଯାଆନ୍ତୁ
👉 ସେଠାରେ ସର୍ଚ୍ଚ କରନ୍ତୁ
kaliaportale-kyc
ନିଜର ଆଧାର ନଂ ଏହି ଠାରେ ଦିଅନ୍ତୁ ତାପରେ ତଳେ ଥିବା ଓଟିପି ଉପରେ ଟିକ୍ କରି ଉପରକୁ ଆସି ଦେଇଥିବା ଆଧାର ପାଖରେ ଥିବ ଭେରିଫାୟ ଉପରେ କ୍ଲିକ କରନ୍ତୁ
ଜଦି କାଳିଆଯୋଜନାରେ ନାମ ସାମିଲ ନଥିବ କିମ୍ବା କଣ ପାଇଁ ନାମ ହଟାଯାଇଥିବା ଆପଣ ଦୟାକରି ଏହି ଲିଙ୍କ ଉପରେ କ୍ଲିକ କରି ଷ୍ଟାଟସ ଚେକ କରିପାରିବେ କେତେ ଟଙ୍କା ପାଇଛନ୍ତି ସବୁର ତଥ୍ୟ 👉 Click here