Home ଲ.ସା.ଗୁ ଏବଂ ଗ.ସା.ଗୁ ର ସୂତ୍ର By-Madhabananda swain August 09, 2022 0 ଲ.ସା.ଗୁ × ଗ.ସା.ଗୁ = ସଂଖ୍ୟା ଦ୍ୱୟ ର ଗୁଣଫଳଲ.ସା.ଗୁ = ସଂଖ୍ୟା ଦ୍ୱୟ ର ଗୁଣଫଳ / ଗ.ସା.ଗୁଗ.ସା.ଗୁ = ସଂଖ୍ୟା ଦ୍ୱୟ ର ଗୁଣଫଳ / ଲ.ସା.ଗୁମୌଳିକ ସଂଖ୍ୟା ମାନଙ୍କର ଗ.ସା.ଗୁ ୧ ଅଟେ ।ମୌଳିକ ସଂଖ୍ୟା ମାନଙ୍କର ଲ.ସା.ଗୁ ସେହି ସଂଖ୍ୟା ମାନଙ୍କର ଗୁଣଫଳ ଅଟେ । Facebook Twitter